Posts

Showing posts from July, 2024

କଳା ସାଆନ୍ତେ ଅଛ କେମନ୍ତେ?

  କଳା ସାଆନ୍ତେ ଅଛ କେମନ୍ତେ ? ସୁଖ ଦୁଃଖ ପଦେ କୁହ ପ୍ରଭୁ , ସୁଖ ଦୁଃଖ ପଦେ କୁହ କଳା ସାଆନ୍ତେ ଅଛ କେମନ୍ତେ ? ସୁଖ ଦୁଃଖ ପଦେ କୁହ ପ୍ରଭୁ , ସୁଖ ଦୁଃଖ ପଦେ କୁହ ମୁଁ ତୁମ ବନ୍ଧୁ ବୋଲି ସଙ୍ଖୁଳି ଆସିଥିଲି ଦେଖୁଛି ତୁମର ସୁଖିଛି ମୁହଁ କଳା ସାଆନ୍ତେ ଅଛ କେମନ୍ତେ ? ସୁଖ ଦୁଃଖ ପଦେ କୁହ ପ୍ରଭୁ , ସୁଖ ଦୁଃଖ ପଦେ କୁହ ରାଧା କଥା ମନେ ପଡି ଗଲା କି ? ଗୋପପୁରେ ମନ ଉଡି ଗଲା କି ? ଦେବଦାସି ନାଚ ବୁଡି ଗଲା କି ? ତା ପାଦ ଘୁଙ୍ଗୁର ଛିଡି ଗଲା କି ? ଏ ଯେବେ ସତ କଥା ଭାଙ୍ଗି ଏ ନିରବତା ଥରୁଟେ ଖାଲି ମୋ କାନରେ କୁହ କଳା ସାଆନ୍ତେ ଅଛ କେମନ୍ତେ ? ସୁଖ ଦୁଃଖ ପଦେ କୁହ ପ୍ରଭୁ , ସୁଖ ଦୁଃଖ ପଦେ କୁହ ଜଗତର ଦୁଃଖ ତୁମେ ବୁଝୁଛ ନିଜ ଦୁଃଖ ନିଜେ ମନେ ମାରୁଛ ସତେ ଅବା ତୁମେ ହେ ଚକାଆଖି ଭିତରେ ଦୁଃଖି ତୁ , ଉପରେ ସୁଖି ସେ ଦୁଃଖ ମୋତେ ଦେଇ , ମୋ ସୁଖ ତୁମେ ନେଇ କାଳିଆ ସାଆନ୍ତେ ଭଲରେ ଥାଅ କଳା ସାଆନ୍ତେ ଅଛ କେମନ୍ତେ ? ସୁଖ ଦୁଃଖ ପଦେ କୁହ ପ୍ରଭୁ , ସୁଖ ଦୁଃଖ ପଦେ କୁହ ମୁଁ ତୁମ ବନ୍ଧୁ ବୋଲି ସଙ୍ଖୁଳି ଆସିଥିଲି ଦେଖୁଛି ତୁମର ସୁଖିଛି ମୁହଁ କଳା ସାଆନ୍ତେ ଅଛ କେମନ୍ତେ ? ସୁଖ ଦୁଃଖ ପଦେ କୁହ ପ୍ରଭୁ , ସୁଖ ଦୁଃଖ ପଦେ କୁ

ପିଂଜିରୀପିଂଞ୍ଜା.....Pinjiri Pinja

  କାଳିଆ ରସିକ ରାଜା ନା କାଳିଆ ରସିକ ରାଜା କାଳିଆ ରସିକ ରାଜା ନା କାଳିଆ ରସିକ ରାଜା   ଦେବଦାସୀ ନାଟ ଦେଖିବ ବୋଲି ନିଇତି ସପନ ଦେଖୁଛି ଖାଲି ଦେବଦାସୀ ନାଟ ଦେଖିବ ବୋଲି ନିଇତି ସପନ ଦେଖୁଛି ଖାଲି   ଜଗା ନାମେ   ନିତି ବାଜେ ବାଜଣା ନା ପିଂଜିରୀପିଂଞ୍ଜା ଜଗା ପାଇଁ ନିତି ମଲି ଫୁଲ ଖଞ୍ଜା ନା ପିଂଜିରୀପିଂଞ୍ଜା   ଜଗା ନାମେ   ନିତି ବାଜେ ବାଜଣା ନା ପିଂଜିରୀପିଂଞ୍ଜା ଜଗା ପାଇଁ ନିତି ମଲି ଫୁଲ ଖଞ୍ଜା ନା ପିଂଜିରୀପିଂଞ୍ଜା   ଅଧର ତାହାର ନାଲି ନା ଅଧର ତାହାର ନାଲି ଅଧର ତାହାର ନାଲି ନା ଅଧର ତାହାର ନାଲି   ଗଜମୋତି ପାନ ଖାଇଲା ଦିନୁ ସୁନ୍ଧର ଦିଶିଲା କାଳିଆ କାନ୍ହୁ ଗଜମୋତି ପାନ ଖାଇଲା ଦିନୁ ସୁନ୍ଧର ଦିଶିଲା କାଳିଆ କାନ୍ହୁ   ଦେଖ ଦେଖ ବଜାର ଗଲା ଚହଲି ନା ପିଂଜିରୀପିଂଞ୍ଜା ଜଗା ପାଇଁ ନିତି ମଲି ଫୁଲ ଖଞ୍ଜା ନା ପିଂଜିରୀପିଂଞ୍ଜା   ଦେଖ ଦେଖ ବଜାର ଗଲା ଚହଲି ନା ପିଂଜିରୀପିଂଞ୍ଜା ଜଗା ନାମେ   ନିତି ବାଜେ ବାଜଣା ନା ପିଂଜିରୀପିଂଞ୍ଜା   ବଡ ଦେଉଳ ର ବେଢା ନା ବଡ ଦେଉଳ ର ବେଢା ବଡ ଦେଉଳ ର ବେଢା ନା ବଡ ଦେଉଳ ର ବେଢା   ଆସ ଆସ ବୋଲି ଡାକୁଛି ପଣ୍ଡା ହାତ ରେ ଧରିଚି ତୁଳସୀ ଦଣ୍ଡା ଆସ